ଲୂତାତନ୍ତୁନ୍ୟାୟ
ଦେଖଣା
ଲୂତାତନ୍ତୁନ୍ୟାୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି
[ସମ୍ପାଦନା]ମାକଡ଼ସା ଯେଉଁ ପରି ନିଜ ଦେହରୁ ସୂତା ବାହାର କରି ଜାଲବୁଣି, ପୁଣି ସଂହରଣ କରେ ବା ଗିଲି ଯାଏ ସେହିପରି ନ୍ୟାୟ (ଏ ବ୍ରହ୍ମାଣ୍ଡକୁ ଈଶ୍ୱର ନିଜ ଦେହକୁ ଉତ୍ପାଦନ କରନ୍ତି ପୁଣି ପ୍ରଳୟକାଳରେ ଏ ସୃଷ୍ଟିକୁ ଆପଣାର ଗର୍ଭରେ ପୂରାନ୍ତି ବା ବିନାଶ କରନ୍ତି ଏହି ପ୍ରକ୍ରିୟାକୁ ହିନ୍ଦୁ ଶାସ୍ତ୍ରକାରମାନେ 'ଲତାତନ୍ତୁ' ନ୍ୟାୟ ତୁଳନା କରି ଅଛନ୍ତି) —An analogy of God's creating
the world and dissolving it like the spider weaving the cobweb out of its bodyb and again drawing it in or destorying it.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମାକଡ଼ସା ଜାଲ ବୁଣି ମାଛି ମଶା ପୋକଆଦି ଜୀବଙ୍କୁ ଅପେକ୍ଷା କରି ଛକିକରି ରହିଥାଏ ଓ ସେ ଜାଲରେ ମାଛିଆଦି ଆସି ଅଟକି ଗଲେ ସେ ଉକ୍ତ ଜାଲରେ ଛନ୍ଦଣି ମନ୍ଦଣି ହୋଇଯାଏ ଓ ସେ ଜାଲରୁ ମୁକୁଳିବାକୁ ଯେତିକି ଛଟପଟ ହୋଇଥାଏ ତା ଦେହରେ ଜାଲ ସେତିକି ଦୃଢ଼ ହୋଇ ଗୁଡ଼ାଇ ହୋଇ ଯାଉଥାଏ ଓଶେଷରେ ସୋ ମାଛି ବୁଢ଼ିଆଣି ଜାଲ ଭିତରେ ବାନ୍ଧି ହୋଇ ମାକଡ଼ସାର ଆହାରରେ ପରିଣତ ହୁଏ, ସେହିପରି ନ୍ୟାୟ —Like a fly involved in a spider's web.