Jump to content

ଲୂନ

ଉଇକିଅଭିଧାନ‌ରୁ

ଲୂନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଲୂ ଧାତୁ+କର୍ମ ତ)

[ସମ୍ପାଦନା]
୧. ଛିନ୍ନ; କର୍ତ୍ତିତ —୧. Cut; torn; plucked.
୨. ଅଗ କଟାଯାଇ ଥିବା; କତୁରା ହୋଇଥିବା —୨. Lopped; cropped up (Apte).
୩. ଆହତ —୩. Wounded (Apte).