Jump to content

ଲେଇ

ଉଇକିଅଭିଧାନ‌ରୁ

ଲେଇ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି (ସଂସ୍କୃତ - ଲେହ)

[ସମ୍ପାଦନା]
୧. ଲିଆଇ; ଲେହ; ଚୁଡ଼ା, ଅଟା ମଇଦା, ଖଇ ଆଦି ସିଝା ଯାଇ ବା ଚକ ହୋଇ ପ୍ରସ୍ତୁତ ହେବା ମଣ୍ଡବା ଅଠା —୧. Gum-paste Prepared
from boiled flour.
୨. (ସଂସ୍କୃତ - ନାଭି ବା ଲୋହ) କମାରମାନେ ଯେଉଁ ଲୌହପିଣ୍ଡ ଉପରେ ଲୁହା ଆଦିକୁ ରଖି ହାତୁଡ଼ିରେ ପିଟନ୍ତି —୨. Anvil.