Jump to content

ଲେଉଟନ୍ ଆସିବା

ଉଇକିଅଭିଧାନ‌ରୁ

ଲେଉଟନ୍ ଆସିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]

ପ୍ରାୟଃପ୍ରାପ୍ତା ବଢ଼ିଲା କନ୍ୟା ଶାଶୁଘରକୁ ପହିଲିପାଳି ଯାଇ ସେଠାରେ କିଛିକାଳ ସ୍ୱାମୀଙ୍କ ସଙ୍ଗେ ରହିବା ପରେ ବାପ ଘରକୁ ପୁଣି କିଛି ଦିନ ପାଇଁ ଫେରି ଆସିବା — Returning of a bride to her paternal home after living for some time with her husband after attaining puberty.