ଲେଉଟିଆ
ଦେଖଣା
ଲେଉଟିଆ
ଉଚ୍ଚାରଣ
[ସମ୍ପାଦନା](ହରେକୃଷ୍ଣ—ଦ୍ରବ୍ୟଗୁଣ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲେଉଟିଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଲୁଣ୍ଟକ] ଏକରକମ ଶାଗ; ବରଦ — ୧. A pot—herb Amaranthus Polygamus; Hermaphrodite
ଅନୁବାଦ
[ସମ୍ପାଦନା]ଲେଉଟିଆ
|
ଭଣ୍ଡୀର, ତଣ୍ଡୁଳୀବୀଜ, ବିଶଘ୍ନ, ଅଳ୍ପମାରୀକ୍ଷ * ବଙ୍ଗାଳୀ: নটেশাক, চাঁপামাটিযা ମ. ତାଂଦୁଲକା ତୈ. ମୋଳାକୁରା ତୈ. ମୋଲାକୁରା ତା. ମଲ୍ଲୁକିରଇ ଗୁ. ତାଂଜଳଜୋ ଫାରାସୀ - ସୁପେଦ୍ମର୍ଜ ଆରବୀ - ବୁକଲେୟମାନୀୟ * ବଙ୍ଗାଳୀ: ফিরেআই
|
Amarant;Amaranthus Tenifolius.
[ଦ୍ରଷ୍ଟବ୍ୟ —ଏହା ମାରିଷାଦି (ଖଡ଼ା)ବର୍ଗର ବର୍ଷାୟୁଃଶାକ ଏହା ଖଡ଼ାଗଛ ଠାରୁ ଛୋଟ, ଏକପ୍ରକାର ବନ୍ୟ ଲେଉଟିଆ ଗୁଳ୍ମରେ କଣ୍ଟା ଥାଏ (କଣ୍ଟା ଲୋଉଟିଆ); ଆଉ ଏକ ପ୍ରକାର ଛୋଟ ଅକଣ୍ଟକୀ ଗୁଳ୍ମ ମନକୁ ଉଠେ(କାଣୀଲେଉଟିଆ) ବୈଦ୍ୟକମତରେ ଏହା ହାଲୁକା, ଶୀତଳ, ରୁକ୍ଷ,ପିତ୍ତକଫନାଶକ, ମଳମୂତ୍ରନିଃସାରକ, ବିଷ— ନାଶକ ଓ ଦୀପକ ଅଟେ କାଣୀଲେଉଟିଆ,କଣ୍ଟାଲେଉଟିଆ, ବାଡ଼ିଲେଉଟିଆ, ବଣଲେଉଟିଆ, ନାନାପ୍ରକାର ଲେଉଟିଆ ଶାଗ ଅଛି ]
- ୨. କ୍ରିୟା [ଲେଉଟି ଆସିବା କ୍ରିୟାର ଅନୁଜ୍ଞା ଅନାଦରାର୍ଥକ ଏକବଚନରେ (ତୁ—କର୍ତ୍ତା ସଙ୍ଗେ) ବ୍ୟବହୃତ ଆକାର] (ତୁ) ଫେରିଆ —୨. (Verb;you) Do come back.