Jump to content

ଲେଉଟି ଆସିବା

ଉଇକିଅଭିଧାନ‌ରୁ

ଲେଉଟି ଆସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଲେଉଟାଣି ଆସିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ସ୍ଥାନରୁ ଫେରି ଆସିବା; ପ୍ରତ୍ୟାବୃତ୍ତ ହେବା —୧. To come back from a place; to return.
୨. ପୁନର୍ବାର ପୂର୍ବାବସ୍ଥା ପ୍ରାପ୍ତ ହେବା —୨. To revert to the former condition.

[ଉ—ହଜିଗଲା ଧନ, ହଜିଗଲା ମନ ଲେଉଟି ଆସେ କି ଆସି ? ଢଗ]

୩. ପୁନଃପ୍ରାପ୍ତ — ୩. To be got back; to be necovered.