ଲେଉଟ ଉତ୍ତର
ଦେଖଣା
ଲେଉଟ ଉତ୍ତର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲେଉଟ ଉତ୍ତର
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରତ୍ୟୁତ୍ତର;କୌଣସି ବ୍ୟକ୍ତି ନିକଟକୁ ପ୍ରେରିତ ସମ୍ୱାଦର ବା ପ୍ରଶ୍ନର ସେ ଯେଉଁ ଉତ୍ତର ଦିଏ —୧. A reply in return; a rejoinder.
- ୨. ପ୍ରତିଧ୍ୱନି — ୨. Echo.