ଲେଉଟ କରିବା
ଦେଖଣା
ଲେଉଟ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲେଉଟ କରିବା
|
ଦେଶଜ - କ୍ରି.
[ସମ୍ପାଦନା]କୌଣସି ବ୍ୟକ୍ତି ପ୍ରତି ପ୍ରୟୋଗ କରା— ଯାଇଥିବା ମନ୍ତ୍ର କିମ୍ୱା ଔଷଧର ଫଳକୁ ନିବାରଣ ବା ପ୍ରଶନ କରିବା ପାଇଁ ପ୍ରତିଷେଧକ ଉପାୟ ପ୍ରୟୋଗ କରିବା — To employ counteracting means against the effects of a medicine or a mystic application.