ଲେଉଟ ଜବାବ
ଦେଖଣା
ଲେଉଟ ଜବାବ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲେଉଟ ଜବାବ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଲେଉଟ ଉତର (ଦେଖ) - — ୧. Leuṭa utara (See)
୨ଶିଶୁ ବା ଭୃତ୍ୟ, ଗୁରୁଜନ ବା ପ୍ରଭୁଙ୍କର ଶାସନ ବାକ୍ୟ ଉତ୍ତରରେ ଯେଁଉ ଅବାଧ୍ୟତାସୂଚକ ଉତ୍ତର ଦିଅନ୍ତି —୨. Insubordinate reply given to one's elder's or master's words of advice or rebuke