Jump to content

ଲେଉଟ ପାଲଟ

ଉଇକିଅଭିଧାନ‌ରୁ

ଲେଉଟ ପାଲଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନିରର୍ଥକ ଧ୍ନନ୍ୟ୍ୟନୁକାରୀ ଦ୍ୱିତୀୟ ସହଚର)

[ସମ୍ପାଦନା]
୧. ଓଲଟ ପାଲଟ; ଉତ୍ତମରୂପେ ଏପାଖ ସେପାଖ ଲେଉଟିବା —୧. Thorough turning up of both sides.
୨. ଇତଃସ୍ତତଃ ଯିବା— ଆସିବା; ନହର ପହର —୨. Repeated coming and going along a place.

ବିଶେଷଣ -

[ସମ୍ପାଦନା]
୧. ବିପର୍ଯ୍ୟସ୍ତ — ୧. Turned topsy turvy; thoroughly overhauled.
୨. ଅଡ଼ୁଆ ତଡ଼ୁଆ — ୨. Disordered; tanngled.