ଲେଉଟ ବେଭାର
ଲେଉଟ ବେଭାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଦେଶଜ - ବି
[ସମ୍ପାଦନା]ଉତ୍ସାବାଦି ଉପଲକ୍ଷରେ ପ୍ରେରିତ ବେଭାରର ପ୍ରତିବଦଳରେ ପଠାଯିବା ବେଭାର — Returned gift; the sent in return for a gift presented to or received by a relative on ceremonial or festive occasions.
[ଦ୍ରଷ୍ଟବ୍ୟ —ଆମ ସମାଜରେ 'ଲେଉଟ ବେଭାର' ଗୋଟିଏ ବିଚିତ୍ର ପ୍ରଥା କୌଣସି ବ୍ୟକ୍ତିଙ୍କର ପରିବାରରେ ବିବାହ, ବ୍ରତ ଆଦି ଉତ୍ସବ ହେଲେ ଉକ୍ତ ଉତ୍ସବରେ ଯୋଗ ହେବା ପାଇଁ ସେ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରନ୍ତି ଉକ୍ତ ନିମନ୍ତ୍ରଣ ପାଇ ନିମନ୍ତ୍ରିତ ବନ୍ଧୁ ଉକ୍ତ ବ୍ୟକ୍ତିଙ୍କ ଠାକୁ ଏହି ଉପଲକ୍ଷରେ ନଗଦ ଟଙ୍କା ବା ଲୁଗାପଟା ବେଭାର ପଠାନ୍ତି ଓ ନିଜେ ମଧ୍ୟ ଆସି ଉପସ୍ଥିତ ହୁଅନ୍ତି ଉକ୍ତ ବେଭାରକୁ ଦେବାବାଲା ନିଜେ ନିମନ୍ତ୍ରଣକାରୀଙ୍କୁ ନ ଦେଇ ନିଜର ଭଣ୍ଡାରି ବା ଭୃତ୍ୟ ହାତରେ ଦାଖଲ କରନ୍ତି ଉତ୍ସବ ସମାପ୍ତ ହେଲାରୁ ଉତ୍ସବ କର୍ତ୍ତାଙ୍କୁ ତଳଲିଖିତ ଲେଉଟ ତଣ୍ଡ ଦେବାକୁ ହୁଏ ୧ : ବେଭାର ଆଣିଥିବା ବ୍ୟକ୍ତିଙ୍କୁ ବିଦାକି, ୨ ଲେଉଟ ବେଭାର, (ଏ ଦୁଇ ବିଷୟ ବେଭାରର ପରିମାଣ ଅନୁସାରେ ସ୍ଥୀରିକୃତ ହୁଏ )୩ ନିମନ୍ତ୍ରିତ ଓ ସମାଗତ ବନ୍ଧକ ମର୍ଯ୍ୟାଦା(ବସ୍ତ୍ର), ୪ ଉକ୍ତ ବ୍ୟକ୍ତିଙ୍କୁ ବାଟ ଖରଚ, ଓ ୫ ଉକ୍ତ ବ୍ୟକ୍ତିଙ୍କୁ କିଛି ନଗଦ ବିଦାକି ଫଳତଃ ଏ ବେଭାର ପ୍ରଥାଦ୍ୱାରା ଉତ୍ସବକର୍ତ୍ତାଙ୍କୁ ଉତ୍ସବରେ ବ୍ୟୟ ଚଳାଇବା ପାଇଂ ବନ୍ଧୁମାନଙ୍କଠାରୁ 'ସାହାର୍ଯ୍ୟ' ନ ମିଳି ଏହି ଉପଲକ୍ଷରେ ତାଙ୍କୁ ଗୁଡ଼ିଏ ତଣ୍ଡ ଦେବାକୁ ହୁଏ ]