Jump to content

ଲେଏଣ ଦେଏଣ

ଉଇକିଅଭିଧାନ‌ରୁ

ଲେଏଣ ଦେଏଣ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନୟନ+ଦାନ; ନେୟ ଓ ଦେୟ)

[ସମ୍ପାଦନା]
୧. ନେବା ଦେବା —୧. Taking and giving.
୨. ଆଦାନ ପ୍ରଦାନ —୨. Exchange; barter.
୩. ବିଚିତ୍ର ପଦାର୍ଥର ମୂଲ୍ୟର ଆଦାନ ପ୍ରଦାନ —୩. The passsing of consideration for a thing sold.
୪. ପ୍ରାପ୍ୟ ଓ ଦେୟ ଧନ — ୪. Assets and liabilities.
୫. ଦୁଇ ଝଣଙ୍କର ପରସ୍ପରପ ପାଉଣା ଓ ଦେଣା —୫ . Dues anddebts.
୬. ଧନ ବା ପଣ୍ୟାଦିର ଆଦାନ ପ୍ରଦାନରୂପେ କାରବାର —୬. Business transactions.