ଲେକ୍ଚରର୍
ଦେଖଣା
ଲେକ୍ଚରର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଇଂରାଜୀ - ଲେକଚର୍ର)
[ସମ୍ପାଦନା]- ୧. ବକ୍ତା; ବକୃତାକାରୀ — ୧. A person who delivers a lecture; lecturer.
- ୨. କଲେଜ୍ର ଛାତ୍ରମାନଙ୍କୁ ନିର୍ଦ୍ଧାରିତ ବିଷୟରେ କ୍ଳାସ୍ରେ ବକୃତା ଦେବା ଆଚାର୍ଯ୍ୟ ବା ଶିକ୍ଷକ —୨. A lecturer of a college.
[ଦ୍ରଷ୍ଟବ୍ୟ — ସ୍କୁଲର ଶିକ୍ଷକମାନଙ୍କୁ ଟିଚର୍ (Teacher) ଓ ମାଷ୍ଟର (Master) ବୋଲାଯାଏ ଲେକ୍ଚର୍ମାନଙ୍କ ଅପେକ୍ଷା ପ୍ରୋଫେସରମାନଙ୍କ ସମ୍ମାନ ଓ ଦରମା ବେଶୀ ଯେଉଁ ଲେକ୍ଚର୍ ଯେଉଁ ବିଷୟରେ ଛାତ୍ରମାନଙ୍କୁ ବକୃତା ଦିଅନ୍ତି ସେହି ବିଦ୍ୟାର ନାମ ଅନୁସାରେ ସେ ଲେକ୍ଚରର୍ଙ୍କ ନାମ— କରଣ ହୁଏ ଯଥା, ଲଅ ଲେକଚରର୍ (Law lecturer); ଫିଲଜଫା ଲେକ୍ଚରର୍ (Philosophy lecturer); ସାନ୍ ସକ୍ରିଟ୍ ଲେକ୍ଚର୍ (Sanskrit lecturer)]