ଲେକ୍ଚର୍
ଦେଖଣା
ଲେକ୍ଚର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଇଂ ଲେକ୍ଚର୍)
[ସମ୍ପାଦନା]- ୧. ବକୃତା — ୧. Lecture.
- ୨. କଲେଜ୍ରେ ପ୍ରୋଫେସର୍— ମାନେ ଛାତ୍ରମାନଙ୍କୁ ପାଠ ପଢ଼ାଇବା ପାଇଁ ଦେବା ବକୃତା —୨. Lectures delivered in college- classes by professors.
[ଦ୍ରଷ୍ଟବ୍ୟ — ଆଇନ୍ ପରୀକ୍ଷା ଓ ବିଶ୍ୱବିଦ୍ୟାଳୟର ଉଚ୍ଚ ଉପାଧି ପରୀକ୍ଷା ଦେବା ନିମନ୍ତେ କଲେଜରେ ନିମ୍ନ ସୀମାର ନିର୍ଦ୍ଧିଷ୍ଟ ସଂଖ୍ୟକ ଲେକଚର୍ ଦିଆଯିବା ସମୟରେ ଛାତ୍ରମାନଙ୍କର ଉପସ୍ଥିତ ହେବାର ବିଧାନ ଅଛି ଯେଉଁ ଛାତ୍ର କ୍ଲାସ୍ରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଲେକ୍ଚର୍ ଶୁଣି ନଥିବେ,ସେ ପରୀକ୍ଷାରେ ଉପସ୍ଥିତ ହୋଇ ପାରିବେ ନାହିଁ କ୍ଳାସ୍ରେ ଛାତ୍ର ଯେଉଁ ଯେଉଁ ବିଷୟରେ ଲେକ୍ଚର୍ ଶୁଣନ୍ତି, ସେହି ସେହି ବିଷୟ ଅନୁସାରେ ଲେକଚର୍ମାନଙ୍କ ନାମ ହୁଏ ଯଥା—ଇଅ(ଲ)ଲେକ୍ଚର୍ — Law lecture.ସାଏନ୍ସ୍ଲେକ୍ଚର୍ —Science lecture. ବୋ(ବ)ଟାନୀ]ଲେକ୍ଚର୍ —Botany lecture. କେମିଷ୍ଟ୍ରି ଲେକ୍ଚର୍ —Chemistry lecture.]