Jump to content

ଲେଖକତ୍ନ

ଉଇକିଅଭିଧାନ‌ରୁ

ଲେଖକତ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲେଖକ+ଭାବ. ତ୍ୱ. ତା)

[ସମ୍ପାଦନା]
୧. ଲେଖିବାର ଶକ୍ତି —୧. Penmanship.
୨. ନବିସିନ୍ଦା ଗିରି —୨. Writership; clerkship.
୩. ପୁସ୍ତକର ଲେଖକ ବା ଗ୍ରନ୍ଥକାର କିଏ ଏହାର ସ୍ଥିରତା — ୩. Authorship of a book.