Jump to content

ଲେଖନକାର

ଉଇକିଅଭିଧାନ‌ରୁ

ଲେଖନକାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଲେଖକ —୧. Writer.
୨. ଯେଉଁ ବ୍ୟକ୍ତି କୌଣସି ଲେଖାକୁ ତାଳପତ୍ରରେ ବା କାଗଜରେ ଲେଖିଥାଏ —୨. Scribe; penman.
୩. ନକଲନବିସ୍; ଲିପିକର —୩. Copyist.
୪. ଯେ ଲେଖାଲେଖି କରି ଜୀବିକା ନିର୍ବାହ କରେ — ୪. A professional scribe, writer or author.

[ଉ—ଶୁଦ୍ଧ ଅଶୁଦ୍ଧ ପୂରାଇ ଗାଇବ, ଲେଖଲ କାର ଦୋଷ ନ ଧରିବ ଢ଼ଗ ]