Jump to content

ଲେଖନିକ

ଉଇକିଅଭିଧାନ‌ରୁ

ଲେଖନିକ

ଉଚ୍ଚାରଣ

[ସମ୍ପାଦନା]
(ଲେଖନିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ଲେଖନ+ଇକ)

[ସମ୍ପାଦନା]
୧. ହରକରା; ଲେଖ— ହାରକ; ପତ୍ରବାହକ —୧. Beaerr or carrier of a letter.
୨. ଡ଼ାକ ହରାକରା; ପତ୍ର— ବାହକ —୨. Postman; a postal runeer.
୩. ଲେଖକ —୩. Writer.
୪. ଚିତ୍ରକାର —୪. Painter.
୫. ଲିପିକର —୫. Scribe; copyist.
୬. ଯେ ନିଜ ହାତରେ ଲେଖେ —୬. A person who writers with his own hand.
୭. ଯେଉଁ ବ୍ୟକ୍ତି ନିଜର ନାମ ଦସ୍ତଖତ୍ କରି ଜାଣି ନ ଥିବାରୁ ଆପଣାର ସନ୍ତକ କାଟି ଦିଏ ଓ ତାହାର ବକଲମ ଦସ୍ତଖତ୍ ଅନ୍ୟ ଜଣେ କରିଦିଏ —୭. An illterate person who puts his mark on a paper and whose signature is written by the pen of the scribe.