ଲେଖନୀ
ଦେଖଣା
ଲେଖନୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଲିଖ୍ ଧାତୁ+କରଣ. ଅନ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. କଲମ; ଲିଖନୀ; ବର୍ଣ୍ଣଦୂତିକା —୧. Pen.
- ୨. ଯେଉଁ ଯନ୍ତ୍ରଦ୍ୱାରା କାଗଜ ଆଦି ଉପରେ ଲେଖାଯାଏ — ୨. Material or instrument for writing.
(ଯଥା—ପେନ୍ସିଲ୍, ଲେଖକ ଇତ୍ୟାଦି)
- ୩. ଚିତ୍ରକରର ତୂଳିକା —୩. Painter's brush.
- ୪. ଲେଖିବାର ଢଙ୍ଗ ବା ପଦ୍ଧତି —୪. The style of writing.
- ୫. କଠିନ; ଫଡ଼ି; ଚକ୍ଖଡ଼ୀ —୫. Chalk; pipe clay.