Jump to content

ଲେଖନୀୟ

ଉଇକିଅଭିଧାନ‌ରୁ

ଲେଖନୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଲିଖ୍ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. ଯାହା ଲେଖା ହେବା ଯୋଗ୍ୟ —୧. Fit to be written.
୨. ବର୍ଣ୍ଣନୀୟ —୨. Describele.