Jump to content

ଲେଖନ କୋଳି

ଉଇକିଅଭିଧାନ‌ରୁ

ଲେଖନ କୋଳି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଗଡ଼ଜାତର ଏକପ୍ରକାର ଜଙ୍ଗଲି କୋଳି — A sort of edible wild berry; Wvaria Hamiltonia (Haines).

[ଦ୍ରଷ୍ଟବ୍ୟ —ଏହା ପେନ୍ଥା ପେନ୍ଥା ହୋଇ ଗଛରେ ଫଳେ ଓ ଏହା ଉପରେ ସାମାନ୍ୟ ଧଳା ଲୋମଯୁକ୍ତ ନାଲି ଚୋପା ଥାଏ ଚୋପା ମଧ୍ୟର ଶସ ଧଳା ଓ କୋମଳ ଏବଂ ଈଷତ ଅଳ୍ମମିଶ୍ରିତ ମଧୁର ]