ଲେଖନ ଛୋଇବା
ଦେଖଣା
ଲେଖନ ଛୋଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲେଖନ ଛୋଇବା
|
ଦେଶଜ - କ୍ରି
[ସମ୍ପାଦନା]- ୧. (ଦ୍ର—ଯେଉଁ ବ୍ୟକ୍ତି ଆପଣାର ନାମ ଦସ୍ତଖତ୍ କରି ଜାଣେ ନାହିଁ, ତାହାର ଅନୁମତି ଅନସାରେ ତାପାଇଁ ଅନ୍ୟ ଜଣେ 'ବ କଲମ୍'[ଫାରାସୀ - ବଲକମ୍=କଲମଦ୍ୱାରା] ଦସ୍ତଖତ କରେ ଅଶିକ୍ଷିତ ବ୍ୟକ୍ତି ଲେଖକର ଲେଖନକୁ ସ୍ପର୍ଶ କରିବାଦ୍ୱାରା ଆପଣାନାମ ଲେଖିବାପାଇଁ ଲେଖକକୁ ଅନୁମତି ଦିଏ )—କୌଣସି ଦଲିଲରେ ଆପଣାର ନାମ ଚକଲମ ଦସ୍ତଖତ୍ କରିବା ପାଇଁ ଲେଖକୁ ଅନୁମତି ପ୍ରଦାନସୂଚକ ଲେଖନକୁ ସ୍ପର୍ଶ କରିବା —୧. To touch the stylus or pen (said of an illiterate person who does not know to sign and who by touching the pen authorises the scribe to sign for him)
- ୨. ଲେଖପଢ଼ା ଶିକ୍ଷାମାତ୍ର ଆରମ୍ଭ କରିବା — ୨. To begin to learn. to read and write.