ଲେଖନ ଟାଣ
ଦେଖଣା
ଲେଖନ ଟାଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଲେଖନ ଜୋର୍—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଲେଖିବାର ଶକ୍ତି; ଲେଖକର ଯେଉଁ ଲିଖନ— ସାମର୍ଥ୍ୟର ଫଳରେ ଲିଖିତ ବିଷୟ ଅବଶ୍ୟ ସିଦ୍ଧି ହୁଏ —The power or might of one's pen.
ଦେଶଜ - ବିଣ
[ସମ୍ପାଦନା]ଲେଖନ ଟାଣୁଆ (ଦେଖ) - — Lekhana tāṇuā (See)