ଲେଖନ ତଳେ
ଦେଖଣା
ଲେଖନ ତଳେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଲେଖନ ତାବେରେ—ଅନ୍ୟରୂପ)
ଦେଶଜ - କ୍ତି.ବିଶେଷଣ -
[ସମ୍ପାଦନା]- ୧. (ଲକ୍ଷଣାର୍ଥ)—କୌଣସି ବ୍ୟକ୍ତିଙ୍କର କର୍ତ୍ତୃତ୍ୱାଧୀନତାରେ —୧. Under the control of.
[ଦ୍ରଷ୍ଟବ୍ୟ —ପୂର୍ବେ ସମସ୍ତ ଲେଖନଦ୍ୱାରା ଚଳୁଥିବାରୁ କୌଣସି ଅଫିସର ବା ସିରସ୍ତାର ଉଚ୍ଚତମ କର୍ମଚାରୀ ଓ ତାଙ୍କର ନିମ୍ନସ୍ଥ କର୍ମଚାରୀମାନେ ସମସ୍ତେ ଲେଖନ ଧରୁଥିଲେ ଉଚ୍ଚତମ କର୍ମଚାରୀଙ୍କ "ଲେଖନର ତଳେ" ଅର୍ଥାତ୍ ତାଙ୍କ କର୍ତ୍ତୃତ୍ୱାଧୀନ ହୋଇ ଅଧସ୍ତନ କର୍ମଚାରୀମାନେ କାର୍ଯ୍ୟ କରୁଥିଲେ ସେଥିପାଇଁ ବୋଲାଯାଉଥିଲା— ତାଙ୍କ ଲେଖନ ତଳେ ୧ ଜଣ ଚଳୁଛନ୍ତି ]
- ୨. (ଲକ୍ଷଣାର୍ଥ) ଲେଖନର ଶକ୍ତିଦ୍ୱାରା, ଅର୍ଥାତ୍ ଲେଖାର କ୍ଷମତା ଯୋଗୁଁ; ବିଦ୍ୱତ୍ତା ଯୋଗୁଁ —୨. Under the penmanship of; by the might of the pen of; by the learning of (so and so).
[ଦ୍ରଷ୍ଟବ୍ୟ —ଅମକର ଲେଖନ ତଳେ କେତେ ରାଜାରାଜୁଡ଼ା ବନ୍ଧା ହୋଇଅଛି, ଅର୍ଥାତ୍ ଅମୁକର ଲେଖାର ଶକ୍ତିଯୋଗୁଁ ତା ନିକଟରେ କେତେ ରାଜା ଅନୁଗତ ତା ଲେଖନ ତଳେ ୫ ଜଣ ପ୍ରତିପୋଷିତ ଶକ୍ତି ବା ଅର୍ଜ୍ଜନଦ୍ୱାରା ସେ ୫ ଜଣଙ୍କୁ ପୋଷୁଛି ]