ଲେଖନ ପକ୍ଷି
ଦେଖଣା
ଲେଖନ ପକ୍ଷି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲେଖନ ପକ୍ଷି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଲେଖନରେ ଊର୍ଦ୍ଧାଂଶ, ଯେଉଁ ଅଂଶ ହାତପଙ୍ଖା ପରି ଚଟକା ଓ ଗୋଲ ହୋଇଥାଏ —The flat and fan-shaped upper end of a stylus.
[ଦ୍ରଷ୍ଟବ୍ୟ —ଏହି ଚଟକା ଅଂଶର ଗୋଟିଏ ପାଖ ଦାଢୁଆ ଛୁରି ପରି ଓ ସେ ଛୁରୀଦ୍ୱାରା ତାଳପତ୍ରମାନଙ୍କ କାଟିବାକୁ ହୁଏ ]