ଲେଖା
ଦେଖଣା
ଲେଖା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲେଖା
|
(ଅଲେଖା—ବିପରୀତ)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବି ସ୍ତ୍ରୀ (ଲିଖ୍ ଧାତୁ+ଭାବ ଅ+ସ୍ତ୍ରୀ. ଅ)
[ସମ୍ପାଦନା]- ୧. ଲେଖିବ, କ୍ରିୟା; ଲିଖନ —୧. Act of writing.
- ୨. (+ କର୍ମ. ଅ+ଆ)ହସ୍ତଲିପି —୨. Handwriting.
- ୩. ପତ୍ର; ଚିଠି —୩. Letter.
- ୪. ଦସ୍ତାବିଜ; ଦଲିଲ — ୪. Doucument; deed.
- ୫. ରେଖା —୫. Line.
- ୬. ଚିତ୍ର —୬. Painting.
- ୭. ଅକ୍ଷରମାଳା;ଲିପି —୭. Alphabet; script.
- ୮. ଧାଡ଼ି —୮. Row.
- ୯. ଗଣନା — ୯. Calculation.
(ଉ—ଏ ଦୁଃଖକୁ ତୁମ୍ଭେ କରିବ କିମ୍ପା ଲେଖା—କୃଷ୍ଣସିଂହ ମହାଭାରତ ବନ
- ୧. ବର୍ଣ୍ଣନା; ଚିତ୍ରଣ — ୧୦. Delineation; decription; act of painting; decting.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତର ଲିଖିତ ଗ୍ରନ୍ଥ — ୧. The writing of a person; the works of an author.
- ୨. ଲେଖିବାର ପଦ୍ଧତି ବା ପ୍ରକାର —୨. Style of writing.
- ୩. ଲିଖିତ ବିଷୟ —୩. Anything committed to writing.
[ଉ—ଶହେ ଭାକା, ଏକଲେଖା—ଢ଼ଗ ]
- ୪. ସାଦୃଶ୍ୟ; ସମାନତା —୪. Similarity equality.
- ୫. ରକ୍ତ, ବିବାହ ବା ଧର୍ମଦ୍ୱାରା ପ୍ରତିଷ୍ଠିତ ସମ୍ପର୍କ —୫. Relationship (by blood. marriage or religion).
(ଉ—ସେ ଲେଖାରେ ମୋର ଭାଇ ହେବେ "ନାତି ଲେଖାରେ ମୋହର ଅଟ ତ ସଭିଏ"—କୃଷ୍ଣସିଂହା ମହାଭାରତ ଉଦ୍ଯୋଗପର୍ବ )
- ୬. କପାଳଲିଖନ — ୬. The dispensation of fate.
- ୭. ତୁଳନାକରଣ ୭. Comparison.
- ୮. ବିଚାର; ବିବେଚନା — ୮. Consideration; view opinion.
- ୯. ଅନୁମାନ —୯. Inference.
(ଉ—ଲେଖାରେ ଚନ୍ଦ୍ର ସୂର୍ଯ୍ୟ ନାହାନ୍ତି—ଢ଼ଗ )
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଲିଖିତ —୧. Written.
- ୨. ସଦୃଶ୍ୟ; ତୁଲ୍ୟ; ସମ —୨. Equal;similar.
- ୩. (ସଂସ୍କୃତ - ଲକ୍ଷ୍ୟ) ତୁଳନୀୟ — ୩. Comparable.
(ଉ—ଦେଖିଲେ ସଖୀ ତାରା ମଧ୍ୟେ ଚନ୍ଦ୍ରରେଖା, ଶୋଭାରେ ଦମୟନ୍ତୀ ହୋଇଅଛି ଲେଖା—କୃଷ୍ଣସିଂହ ମହାଭାରତ ବନ )
- ୪. ଯେଉଁକାଗଜ ଉପରେ ଲେଖଯାଇଥାଏ — ୪. (Paper) On which something has been written.
- ୫. ବନ୍ଧୁତାଦ୍ୱାରା ସଂପୃକ୍ତ — ୫. Related.
- ୬. ଯୋଗ୍ୟ; ଯୋଗ୍ୟମାନଙ୍କ ଭିତରେ ପରିଗଣିତ — ୬. Fit; worth notice;worth mention.
(ଉ— ଏକ ପୁଅ କି ପୁଅରେ ଲେଖା ?— ଢ଼ଗ )
- ୭. କପାଳରେ ଲେଖା ହୋଇଥିବା (ବିଷୟ); ଆବଶ୍ୟମ୍ଭବୀ ୭. Inevitable.
- ୮. ପୂର୍ବରୁ ନିର୍ଦ୍ଦିଷ୍ଟ ବା ସ୍ଥିରୀକୃତ — ୮. Preordained; settled beforehand.
[ଯଥା—ତୋ ପାଇଁ(ତୋ କପାଳରେ)ଗୁଡ଼ିଏ ମାଡ଼ ଲେଖା ହେଲାଣି ]
- ୯. ରୂପେ ପରିଗଣିତ; ବିବେଚିତ — ୯. Counted as; considered as.
(ଉ—ଠେକା କହେ ବେକାରେ ! ତୁ କୋଉ ମଣିଷରେ ଲେଖାରେ—ଢ଼ଗ ସେ ଲେଖା ହୋଇ ଲକ୍ଷ୍ମୀମନ୍ତମାନଙ୍କରେ—କୃଷ୍ଣସିଂହ ମହାଭାରତ ବନ )
ଦେଶଜ - ଅ
[ସମ୍ପାଦନା]ଲେଖାଏଁ — At the rate of.
ପ୍ରାଦେଶିକ - (ଗଡ଼ଜାତ, ଗଞ୍ଜାମ)ଅ
[ସମ୍ପାଦନା]ପରି, ସମାନ —Like.
[ଉ— ମୋ ଦେହରେ ସିଂହଲେଖା ବଳ ଥିଲା )