ଲେଖାଏ
ଦେଖଣା
ଲେଖାଏ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (କୌଣସି ବ୍ୟକ୍ତିର) ବିବେଚନାରେ; ଗଣନାରେ —୧. According to one's calculation, knowldge or belief.
- ୨. ଅନୁମୋନରେ —୨. According to one's inference.
[ଉ—ତା ଲେଖାରେ ଇନ୍ଦ୍ର, ଚନ୍ଦ୍ର ନାହାନ୍ତି ]
- ୩. ଲେଖାଏଁ; ପ୍ରତ୍ୟେକକୁ —୩. Each.
[ଉ—ଶକୁନିକୁ ପାର୍ଥ କୋଡ଼ିଏ ପ୍ରହାରିଲେ, ଜଣକେ ତିନି ତିନି ଲେଖାରେ ବିନ୍ଧିଲେ କୃଷ୍ଣସିଂହ. ମହାଭାରତ. ଦ୍ରୋଣ ]