Jump to content

ଲେଖାର୍ହ

ଉଇକିଅଭିଧାନ‌ରୁ

ଲେଖାର୍ହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ଲେଖ+ଅର୍ହ)

[ସମ୍ପାଦନା]

ଲେଖନୀୟ — Fit to be written.

ବିଶେଷ୍ୟ -

[ସମ୍ପାଦନା]

ଶ୍ରୀତାଳ ବୃକ୍ଷ; ମଳୟ ଦେଶ ପ୍ରସିଦ୍ଧ ତାଳବୃକ୍ଷ — A kind of plam tree of the Malaya peninsula (South India).