Jump to content

ଲେଖା କରିବା

ଉଇକିଅଭିଧାନ‌ରୁ

ଲେଖା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି(ଅନ୍ୟ ସମ୍ପର୍କବାଚକ ଶବ୍ଦ ପରେ ଯୁକ୍ତ, ଯଥା—ଭାଇ ଲେଖା କରିବା, ପୁଅ ଲେଖା କରିବା

[ସମ୍ପାଦନା]

କୌଣସି ବ୍ୟକ୍ତି ସଙ୍ଗେ ନିଜର ରକ୍ତ ସମ୍ପର୍କୀୟ ବ୍ୟକ୍ତି ପରି ବ୍ୟବହାର କରିବା; ଅମୂକରୀପେ ଗଣନ କରିବା; ଅମୁକ ପରି ବ୍ୟବହାର କରିବା —To treat or look upon a person as one's blood-relation.

[ଉ—ଗୁ ଦେବ ଶିଷ୍ୟମାନଙ୍କୁ ପୁଅ ଲେଖା କରନ୍ତି ]