ଲେଖା ଜବାବ୍
ମକଦ୍ଦମାରେ ପ୍ରଥମ ପକ୍ଷର ଅରଜୀର୍ ବା ଅଭିଯୋଗର ଉତ୍ତରରେ ଦାଖଲ କରାଯିବା ଲେଖା ବା ବର୍ଣ୍ଣନା ପତ୍ର —A written statement field in reply to a plaint or charge.