Jump to content

ଲେଖା ଜୋଖା

ଉଇକିଅଭିଧାନ‌ରୁ

ଲେଖା ଜୋଖା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର) (ଲିଖ୍ ଧାତୁ ଓ ଯୁଜ୍ ଧାତୁ)

[ସମ୍ପାଦନା]
୧. ହିସାବ ପତ୍ର —୧. Accounts.
୨. ଲେଖିବା ଓ ଗଣନା କରିବା —୨. Writting and calculating.
୩. ହିସାବ ପତ୍ର କରିବା —୩. Making up of accounts.
୪. ହିସାବ ମିଳାଇବା —Squaring up of accounts.
୫. ଗଣନା —୫. Calculation.

ବିଶେଷଣ -

[ସମ୍ପାଦନା]

ଦୁର ସମ୍ପର୍କରେ ସଂପୃକ୍ତ —Distantly related.

[ଉ—ଆନୀ ଆଈ ଲେଖଜୋଖାରେ ବିମଳା ଦେଈଙ୍କ ପିଉସୀ ଫକୀରମୋହନ— ଗଳ୍ପସ୍ୱଳ୍ପ ]