Jump to content

ଲେଖା ପଢ଼ା

ଉଇକିଅଭିଧାନ‌ରୁ

ଲେଖା ପଢ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର) (ସଂସ୍କୃତ - ଲେଖା ଓ ପଠନ)

[ସମ୍ପାଦନା]
୧. ଲେଖିବା ଓ ପଢ଼ିବା —୧. Writing and reading.
୨. ବିଦ୍ୟାକୁ ଶିକ୍ଷା; ବିଦ୍ୟାଚର୍ଚ୍ଚା; ପାଠପଢ଼ା —୨. Learing education; studies.
୩. କୌଣସି ଦଲିଲ ଲେଖିବା ଓ ତାହା ପଢ଼ି କରି ଶୁଣାଇବା —୩. Writing and reading out of a document.
୪. ଲିଖିତ ଦଲିଲ ବା ପତ୍ର;ଦସ୍ତାବିଜ୍ — ୪. Document;written deed; record