ଲେଖା ପଢ଼ି
ଦେଖଣା
ଲେଖା ପଢ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲେଖା ପଢ଼ି
|
ଦେଶଜ - ବିଶେଷ୍ୟ - (ସହଚର) (ସଂସ୍କୃତ - ଲେଖା ଓ ପଠନ)
[ସମ୍ପାଦନା]- ୧. ଲେଖିବା ଓ ପଢ଼ିବା —୧. Writing and reading.
- ୨. ବିଦ୍ୟାକୁ ଶିକ୍ଷା; ବିଦ୍ୟାଚର୍ଚ୍ଚା; ପାଠପଢ଼ା —୨. Learning education; studies.
- ୩. କୌଣସି ଦଲିଲ ଲେଖିବା ଓ ତାହା ପଢ଼ି କରି ଶୁଣାଇବା —୩. Writing and reading out of a document.
- ୪. ଲିଖିତ ଦଲିଲ ବା ପତ୍ର; ଦସ୍ତାବିଜ୍ —୪. Document; written deed; record.