Jump to content

ଲେଖା ହେବା

ଉଇକିଅଭିଧାନ‌ରୁ

ଲେଖା ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—ଲେଖିବା କ୍ରିୟାର କର୍ମବାଚ୍ୟ ରୂପ)

[ସମ୍ପାଦନା]
୧. (କୌଣସି ବ୍ୟକ୍ତିଦ୍ୱାରା) ଲିଖିତ ହେବା — ୧. To be written.
୨. ଶାସ୍ତ୍ରାଦିରେ ବିବୃତ ହେବା — ୨. To be described in books.
୩. (ଅମୁକରୂପେ) ପରିଗଣିତ ହେବା —୩. To be counted as.