Jump to content

ଲେଖିଥିବା

ଉଇକିଅଭିଧାନ‌ରୁ

ଲେଖିଥିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପୂର୍ବରେ ନିର୍ଦ୍ଧିଷ୍ଟ କରିଥିବା —୧. To have preordained.

[ଉ—ଈଶ୍ୱର ଯାହା ହାତେ ତାହାର ମରଣ ଲେଖିଥାଏ ତାହାର ତାହ ହୁଏ ଜାଣ—କୃଷ୍ଣସିଂହ. ମହାଭାରତ . ବନ ]

୨. ପୂର୍ବରୁ ଲେଖିବା —୨. To have written before.