Jump to content

ଲେଖି ଦେବା

ଉଇକିଅଭିଧାନ‌ରୁ

ଲେଖି ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲିଖ୍ ଧାତୁ)

[ସମ୍ପାଦନା]
୧. ଲେଖିବା କ୍ରିୟା ସମ୍ପାଦନ କରିବା —୧. To finish writing (Something)
୨. ହିସାବ ଚୁକ୍ତି କରିବା — ୨. To settle up accounts.

[ଉ—ଧୃତରାଷ୍ଟ୍ର ରାଜା ତ ସେ ବନଜନଙ୍କ ଦେଉଅଛିନ୍ତିକି ଲେଖି ବର୍ତ୍ତନକୁ—କୃଷ୍ଣସିଂହ ମହାଭାରତ. ଉଦ୍ଯୋଗ ]

୩. ଦଲିଲଦ୍ୱାରା କୌଣସି ସମ୍ପତ୍ତି ଦେବା —୩. To give away a thing by executing a document.