ଲେଖି ନେବା
ଦେଖଣା
ଲେଖି ନେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲେଖି ନେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବିଷୟକୁ ଲିପିବଦ୍ଧ କରିବା; କୌଣସି ବିଷୟର ନୋଟ୍ କରିବା —୧. To write down; to take note of; to reduce to writing.
- ୨. ଉତାରି ନେବା —୨. To copy out a matter.