ଲେଖେଇବା
ଦେଖଣା
ଲେଖେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲେଖେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ସମ୍ପତ୍ତି ପ୍ରଭୃତିକୁ କାହାଠାରୁ ଦଲିଲ ଦସ୍ତାବିଜ ଆଦିଦ୍ୱାରା ହସ୍ତାନ୍ତରିତ କରାଇ ନେବା —To get a deed executed by another conveying some landed property in one's favour.
ଲେଖେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ଲିଖ୍ ଧାତୁର ଣିଜନ୍ତି ଲେଖି ଧାତୁ)
[ସମ୍ପାଦନା]ଅନ୍ୟ ବ୍ୟକ୍ତିଦ୍ୱାରା ଲେଖିବାକ୍ରିୟା ସମ୍ପାଦିତ କରାଇବା —To cause to be written by another.