Jump to content

ଲେଖ୍ୟ ପତ୍ର

ଉଇକିଅଭିଧାନ‌ରୁ

ଲେଖ୍ୟ ପତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]
୧. ଲିଖିତ ପତ୍ରାଦି —୧. Letter.
୨. ଦସ୍ତାବିଜ —୨. Document.
୩. ଲେଖାଯିବା ପାଇଁ ବ୍ୟବହୃତ ତାଳପତ୍ର —୩. Palm leaves used to write on.
୪. (ବହୁବ୍ରୀହି) ତାଳଗଛ (ବିଶ୍ୱକୋଷ) —୪. Palm tree.