ଲେଖ୍ୟ ପ୍ରମାଣ
ଲିଖିତ ପ୍ରମାଣ; ଦଲିଲ ପ୍ରମାଣ — Documentry evdence.
[ଦ୍ରଷ୍ଟବ୍ୟ — ହିନ୍ଦୁ ଧର୍ମଶାସ୍ତ୍ରରେ ଲେଖ୍ୟ ପ୍ରମାଣର ଦୁଇ ପ୍ରକାରରୁ (ମୌଖିକ, ଲେଖ୍ୟ) ଏକ ଲେଖ୍ୟ ପ୍ରମାଣ ମଧ୍ୟ ୨ ପ୍ରକାର—ଶାସନ ଓ ଜାନପଦ—ହିନ୍ଦୀ - ଶ. ]