ଲେଙ୍କଡ଼ା
ଦେଖଣା
ଲେଙ୍କଡ଼ା
ଉଚ୍ଚାରଣ
[ସମ୍ପାଦନା]ଲେଙ୍କଡ଼ିୟା, ଲେଙ୍କୁ(ଙ୍କେ)ଡ଼ି ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନକ୍ତକ, ଲକ୍ତକ)
[ସମ୍ପାଦନା]ଜୀର୍ଣ୍ଣବସ୍ତ୍ର;ଛିଣ୍ଡାଲୁଗା ବା କନା —Rag, torn bit of cloth; a shred of cloth.
ବିଶେଷଣ -
[ସମ୍ପାଦନା]ଚିରା; ଜୀର୍ଣ୍ଣ (ବସ୍ତ୍ର) —Ragged; torn (cloth).
ଲେଙ୍କଡ଼ା
ଉଚ୍ଚାରଣ
[ସମ୍ପାଦନା][ଲେଙ୍କ(ଙ୍କେ)ଡ଼ା(ଡ଼ିଆ)ବାଘ—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତରକ୍ଷୁ)
[ସମ୍ପାଦନା]ଗଧିଆ; ହେଟାବାଘ; ବାଘେଟା —Hyena; wolf; the Indian; Wolf; Cains Pallipes; the striped Hyena; Hyana Striata.
[ଦ୍ରଷ୍ଟବ୍ୟ —ଏମାନେ ଦେଖିବାକୁ କୁକ୍କୁରଠାରୁ ବଡ଼; କିନ୍ତୁ ଦୀର୍ଘପୁଚ୍ଛ ଏମାନଙ୍କର ବର୍ଣ୍ଣ ପାଣ୍ଡୁର ଓ ଏମାନଙ୍କ ଦେହରେ କ୍ଷୀଣା କଳା କଳା ପଟା ଦାଗମାନ ଥାଏ ଏମାନେ ରାତ୍ରିଚର ମେଣ୍ଢା, ଛେଳି ପ୍ରଭୃତି ଜୀବ ଏମାନଙ୍କ ଖାଦ୍ୟ ଏମାନେ ମନୁଷ୍ୟକୁ ଆକ୍ରମଣ କରନ୍ତି ନାହିଁ; କିନ୍ତୁ ମଡ଼ାମାଂସ ଖାଆନ୍ତି ]