ଲେଙ୍କା
ଦେଖଣା
ଲେଙ୍କା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶୂଦ୍ର ବା ଚଷା ଜାର ବଂଶୋପାଧି ବିଶେଷ — ୧. A family title of Ṡūdras.
- ୨. ରାଜାଙ୍କର ଓ ଦେବତାଙ୍କ ଶୂଦ୍ର ସେବକ ବିଶେଷ — ୨. A class of ṡūdra sebakas of Rajas or deities.
- ୩. କଉଡ଼ି ଖେଳରେ ଦୁଇକଟ କଉଡ଼ି ଚିତି ହୋଇ ପଡ଼ିବାର ଦାନ; ଦୁଗା —୩. The state of the cowrie shells falling on the ground with the dorsal side up in the game of cowries.
[ଦ୍ରଷ୍ଟବ୍ୟ —କଉଡ଼ିଖେଳରେ ପ୍ରଥମେ ଛକା, ଅର୍ଥାତ୍ ଛଅକଟ କଉଡ଼ି ଚିତି ହୋଇପଡ଼ିଥିଲେ, ତତ୍ପରେ ଲେଙ୍କା, ଅର୍ଥାତ୍ ଦୁଇକଟ କଉଡ଼ି ଚିତି ହୋଇ ପଡ଼ିଲେ, ଛଅ ଦାନ ହୁଡ଼ ବା ମାରା ହୁଏ]