Jump to content

ଲେଙ୍କେଡ଼ି

ଉଇକିଅଭିଧାନ‌ରୁ

ଲେଙ୍କେଡ଼ି

ଉଚ୍ଚାରଣ

[ସମ୍ପାଦନା]

ଲେଙ୍କଡ଼ିୟା, ଲେଙ୍କୁ(ଙ୍କେ)ଡ଼ି ଅନ୍ୟରୂପ

  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନକ୍ତକ, ଲକ୍ତକ)

[ସମ୍ପାଦନା]

ଜୀର୍ଣ୍ଣବସ୍ତ୍ର;ଛିଣ୍ଡାଲୁଗା ବା କନା —Rag, torn bit of cloth; a shred of cloth.

ବିଶେଷଣ -

[ସମ୍ପାଦନା]

ଚିରା; ଜୀର୍ଣ୍ଣ (ବସ୍ତ୍ର) —Ragged; torn (cloth).