ଲେଙ୍ଗଟିଆ
ଦେଖଣା
ଲେଙ୍ଗଟିଆ
ଉଚ୍ଚାରଣ
[ସମ୍ପାଦନା][ଲେଙ୍ଗ(ଙ୍ଗୂ,ଙ୍ଗେ,ଙ୍ଗେ)ଟେ ମରା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା][ଲେଙ୍ଗ(ଙ୍ଗ,ଙ୍ଗେ,ଙ୍ଗୋ)ଟେଇ—ସ୍ତ୍ରୀ]
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯେଉଁ ବ୍ୟକ୍ତି ଲେଙ୍ଗୂଟି ପିନ୍ଧିଥାଏ; କୌପୁନିଆ — Wearing strip for loin&-cloth.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବାବାଜୀ; ବୈଷ୍ଣବ —୧. An ascetic.
- ୨. (ଲକ୍ଷଣାର୍ଥ) ସମ୍ୱଳହୀନ ଗୃହତ୍ୟାଗୀ ବ୍ୟକ୍ତି — ୨. A poor homeless person.
- ୩. ପରିବାରରହୀନ ବ୍ୟକ୍ତି — ୩. A person having no family.