Jump to content

ଲେଙ୍ଗୁଟି ମାରିବା

ଉଇକିଅଭିଧାନ‌ରୁ

ଲେଙ୍ଗୁଟି ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କଉପୁନି ମାରିବା; ଛୋଟ କନାଦ୍ୱାରା କେବଳ ଗୂହ୍ୟ ସନ୍ଧି ଓ ମୂତ୍ରେନ୍ଦ୍ରିୟକୁ ଘୋଡ଼ାଇବା
୨. ବୈରାଗୀ ହେବା; ସଂସାରତ୍ୟାଗୀ ହେବା