Jump to content

ଲେଙ୍ଗୂଟିଆ

ଉଇକିଅଭିଧାନ‌ରୁ

ଲେଙ୍ଗୂଟିଆ

ଉଚ୍ଚାରଣ

[ସମ୍ପାଦନା]

[ଲେଙ୍ଗ(ଙ୍ଗୁ,ଙ୍ଗେ,ଙ୍ଗୋ)ଟି—ମରା ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]
[ଲେଙ୍ଗ(ଙ୍ଗୂ,ଙ୍ଗେ,ଙ୍ଗେ)ଟେଇ—ସ୍ତ୍ରୀ] 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯେଉଁ ବ୍ୟକ୍ତି ଲେଙ୍ଗୂଟି ପିନ୍ଧିଥାଏ; କୌପୁନିଆ — Wearing strip for loin—cloth.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବାବାଜୀ; ବୈଷ୍ଣବ —୧. An ascetic.
୨. (ଲକ୍ଷଣାର୍ଥ) ସମ୍ୱଳହୀନ ଗୃହତ୍ୟାଗୀ ବ୍ୟକ୍ତି — ୨. A poor homeless person.
୩. ପରିବାରରହୀନ ବ୍ୟକ୍ତି — ୩. A person having no family.