ଲେଚା
ଦେଖଣା
ଲେଚା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲେଚା
|
ଦେଶଜ - ବିଶେଷଣ - (ସଂସ୍କୃତ - ସ.ଲୋଚ=ଶ୍ଳଥ, ବା କୁଞ୍ଚିତ କର୍ମ)
[ସମ୍ପାଦନା]- ୧. କୁଞ୍ଚିତ — ୧. Crisp; wrinkled; curled.
- ୨. ସଙ୍କୁଚିତ —୨. Contracted.
- ୩. ଲଜ୍ଜା; ଲମ୍ପଟ; —୩. Adulterous. lascivius; libidinous.
- ୪. ଲିଚା, ଲୁକାୟିତ —୪. Concealed,hidden
- ୫. (ଅନାଦରାର୍ଥକ.) ସମୁହ; ଗୁଡ଼ାଏ —୫. A collection.
- ୬. (ସଂସ୍କୃତ - ସଙ୍କୁଚିତ) ଅକ୍ଷମ ; ଅଶକ୍ତ; ଅସମର୍ଥ —୬. Disabled; powerless.
(ଉ—ଅର୍ଜୁନଙ୍କର ଅସ୍ତ୍ରଘାତକୁ ବଞ୍ଚାଇ, ନ ପାରି ସେ ଅସ୍ତ୍ରେ ରହିଲେ ଲୋଚା ହୋଇ— କୃଷ୍ଣସିଂହ ମହାଭାରତ. ବନ )
- ୭. ସ୍ୱଳ୍ପ ସୀମା ମଧ୍ୟରେ ଏକତ୍ରୀକୃତ —୭. Gathered toghter in a a small compass.
[ଉ—ସବୁ ଶିର ଯାକ ବେକରେ ଲୋଚା—ଢ଼ଗ ]