ଲେଛିହେବା
ଦେଖଣା
ଲେଛିହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲେଛିହେବା
|
[ଲେଛି ହୋଇଯିବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଲେଶି ବ୍ୟାପିକା; ଦେହ ତମାମ ବ୍ୟାପିକା —୧. To cover the whole body with something (like a layer of smallpox eruptions.)
[ଉ—ତା ଦିହଯାକ 'ବସନ୍ତ' ଲେଛି ହୋଇ ଯାଇଛି; କାଛୁ କୁଣ୍ଡିଆ ତା
ଦିହ ମୁଣ୍ଡରେ ଲେଛି ହୋଇଅଛି ]
- ୨. ଲାଛି ହେବା (ଦେଖ) - — ୨. Lāchhi hebā (See)