ଲେଜାର୍
ଦେଖଣା
ଲେଜାର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -(ଇଂରାଜୀ - ଲେଜ୍ଜର୍)
[ସମ୍ପାଦନା]ବ୍ୟବସାୟୀଙ୍କର ଖତିଆନ ବହି; ଯେଉଁ ଖାତାରେ ପ୍ରତ୍ୟେକ ପଣ୍ୟ ଦ୍ରବ୍ୟ ସମ୍ୱନ୍ଧେ ବା ପ୍ରତ୍ୟେକ ବ୍ୟକ୍ତି ସମ୍ୱନ୍ଧେ ତାରିଖବାରି ହିସାବମାନ ଏକତ୍ର ଗୋଟିଏ ଗୋଟିଏ ହେଡ଼ିଙ୍ଗ୍ ତଳେ ସଂଗୃହୀତ ହୋଇ ଲେଖା ଥାଏ — A trader's ledger book.