ଲେଜିସ୍ଲେଟିଭ ଆସେମ୍ୱୀ
ଦେଖଣା
ଲେଜିସ୍ଲେଟିଭ ଆସେମ୍ୱୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲେଜିସ୍ଲେଟିଭ ଆସେମ୍ୱୀ
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ସ୍ନ ୧୯୩୫: ସାଲର ଭାରତ ଶାସନ ସଂସ୍କାର ଆଇନର ପ୍ରବର୍ତ୍ତନ ହେବାରୁ ପ୍ରଦେଶମାନଙ୍କର ବ୍ୟବସ୍ଥାପକ ସଭା— ମାନଙ୍କ ନାମ —୧. Provincial Legislative Assembly (under the Goverment of india Act ୧୯୩୫.)
- ୨. ଭାରତ ଶାସନ ସଂସ୍କାର ଆଇନରେ ପ୍ରବର୍ତ୍ତନ ପୂର୍ବରେ ଇଂରାଜ ଶାସିତ ସମଗ୍ର ଭାରତର ବୈନ୍ଦ୍ରିକ ବ୍ୟବସ୍ଥାପକ ସଭା —୨. Central Legislative Assembly for the whole of India before the Goverment of India Act ୧୯୩୫.