Jump to content

ଲେଜିସ୍ଲେଟିଭ କାଉନ୍ସିଲ

ଉଇକିଅଭିଧାନ‌ରୁ

ଲେଜିସ୍ଲେଟିଭ କାଉନ୍ସିଲ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -(ଇଂ)

[ସମ୍ପାଦନା]

କୌଣସି ପ୍ରଦେଶ ପାଇଁ ଆଇନ ପ୍ରସ୍ତୁତ କରି ବା ସଭା; ପ୍ରାଦେଶିକ ବ୍ୟବସ୍ଥାପକ ସଭା — Provincial Legislative Council (which is no longer in existence after the Government of india Act. ୧୯୩୫).

[ଦ୍ରଷ୍ଟବ୍ୟ —ପୂର୍ବେ ପ୍ରାଦେଶିକ ବ୍ୟବସ୍ଥାପକ ସଭାକୁ ଲେଜିସ୍ଟିଭ କାଉନ୍ସିଲ ଓ ଭାରତର କେନ୍ଦ୍ର ବ୍ୟବସ୍ଥାପକ ସଭାକୁ ଲେଜିସ୍ଲେଟିଭ ଆଲେମ୍ୱ୍ଲୀ ବୋଲା ଯାଉଥିଲା ୧୯୩୫: ସାଲର ଭାରତର ସଂସ୍କାର ଆଇନର ପ୍ରବର୍ତ୍ତନ ସଙ୍ଗେ ପ୍ରାଦେଶିକ ବ୍ୟବସ୍ଥାପକ ସଭାମାନଙ୍କୁ ଲେଜିସ୍ଲେଟିଭ ଆସେମ୍ୱ୍ଲୀ ଓ ସମଗ୍ର ଭାରତୀୟ ରାଷ୍ଟ୍ର ସଂଘର ବ୍ୟବସ୍ଥାପକ ସଭାକୁ ଫେଡ଼େରାଲ୍ ଆସେମ୍ୱ୍ଲୀ ବୋଲାଗଲା ଫେଡ଼େରାଲ ଆଲେମ୍ୱ୍ଲୀରେ ବ୍ରିଟିସ ଭାରତର ଓ ଦେଶୀୟ ରାଜ୍ୟମାନଙ୍କର ପ୍ରତିନିଧିମାନେ ରହାବାର ନୂଆ ବ୍ୟବସ୍ଥା ହୋଇଅଛି]